Video: ନଦୀ କୂଳରେ ଅଭିନେତ୍ରୀ ପିହୁ ମହାପାତ୍ର, ଏହି ଭିଡିଓ ଭାଇରାଲ୍

Viral Video: ଅଭିନେତ୍ରୀ ପିହୁ ମହାପାତ୍ର ନିଜ ଅଭିନୟ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ପିହୁଙ୍କର ଅନେକ ଫ୍ୟାନ୍ସ ଫଲୋଅର୍ସ ଅଛନ୍ତି । କେବଳ ରିଲ୍ସ ନୁହେଁ ବରଂ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ସମୟରୋ ରୋକଠୋକ୍ କଥା କହିଥାନ୍ତି ପିହୁ ।

Recommended Videos