Published: Jan 02, 2026, 08:26 PM IST|Updated: Jan 02, 2026, 08:26 PM IST
Prakruti Mishra: ୨୦୨୫ ରେ କ'ଣ କ'ଣ କରିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର...ଭିଡିଓ କଲେ ସେୟାର। ୨୦୨୫ ସରିଛି ଆଉ ଏବେ ଆସିଛି ନୂଆବର୍ଷ ୨୦୨୬ । ସମସ୍ତେ ଏହି ନୂଆବର୍ଷକୁ ଅତ୍ୟନ୍ତ ମସଗୁଲରେ ୱେଲକମ କରିଛନ୍ତି । ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଖୁବ ନିଆରା ଅନ୍ଦାଜରେ ୨୦୨୬ ମସିହାକୁ ସ୍ୱାଗତ ଜଣାଇଛନ୍ତି । ହେଲେ ୨୦୨୫ରେ ସେ କଣ କଣ କରିଥିଲେ ତାହାର ମଧ୍ୟ ଏକ ଭିଡିଓ ସେ ସେୟାର କରିଛନ୍ତି। ଦେଖନ୍ତୁ ସେହି ଭିଡିଓ...