)
Prakruti Mishra: ପୁଣିଥରେ ଭାଇରାଲ ହେଲା ପ୍ରକୃତି ମିଶ୍ରଙ୍କ ଆଉ ଏକ ଭିଡିଓ। ଆପଣ ମାନେ ଭଲସେ ଜାଣନ୍ତୁ ଅଭିନେତ୍ରୀ ପ୍ରକୃତି ମିଶ୍ର ଜଣେ ଭଲ ଅଭିନେତ୍ରୀ ବି ଜଣେ ଭଲ ଗାୟିକା ବି ତା ସହ ଜଣେ ଭଲ ଡ୍ୟାନ୍ସର ବି । ତେବେ ପ୍ରାୟତଃ ସମୟରେ ନିଜର ଆକ୍ଟିଭିଟି ସବୁ ସେ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ତେବେ ଏକ ଭିଡିଓ ସେ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ସୁନ୍ଦର ଗୀତ ଗାଇଛନ୍ତି । ଆଉ ସେଥିରେ ଏମିତି ଲିରିକ୍ସକୁ ନେଇ ତାଙ୍କୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ ବି କରିଛନ୍ତି । ଦେଖନ୍ତୁ ସେହି ଭିଡିଓ....