Prakruti Mishra Video: ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ କିଏ ବା ନଜାଣେ । ନିଜ ଟ୍ୟାଲେଣ୍ଟ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଅଭିନେତ୍ରୀ ସର୍ବଦା ନିଜ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ତେବେ କିଛିଦିନ ତଳେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ସୈୟାରାର ଏକ ଗୀତ ଗାଇ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ପ୍ରକୃତି ମିଶ୍ର । ଦେଖନ୍ତୁ ସେହି ଭିଡିଓ...