)
Sheetal Patra: ଦୀର୍ଘଦିନ ପରେ ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ଶିତଲଙ୍କ ଏହି ଭିଡିଓ । ଓଡ଼ିଆ ଅଭିନେତ୍ରୀ ଶିତଲ ପାତ୍ରଙ୍କୁ କିଏ ବା ନଜାଣେ । ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଅଭିନେତ୍ରୀ ଶିତଲ। ଏହାସହ ନିଜ ବୃତ୍ତିରେ ସେ ଜଣେ ଡାକ୍ତର ମଧ୍ୟ । ତେବେ ନିଜ ସୋସିଆଲ ମିଡିଆରେ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନୀକୁ ନେଇ ସବୁ ଭିଡିଓ ସେୟାର କରନ୍ତି ଅଭିନେତ୍ରୀ । ତେବେ ଏହାରି ମଧ୍ୟରେ ଏକ ରେଡ ଗାଉନରେ ଖୁବ୍ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ଅଭିନେତ୍ରୀ ।