Patal ghanta Video: ଟ୍ରେଣ୍ଡିଂ ଗୀତ ପାତଲଘଣ୍ଟାରେ ଭାଇରାଲ ହେଲା ଏଲିନା ଓ ସୂର୍ୟ୍ୟମୟୀଙ୍କ ଭିଡିଓ

Patal ghanta Video: ଟ୍ରେଣ୍ଡିଂ ଗୀତ ପାତଲଘଣ୍ଟାରେ ଭାଇରାଲ ହେଲା ଏଲିନା ଓ ସୂର୍ୟ୍ୟମୟୀଙ୍କ ଭିଡିଓ । ତେବେ ରିଲିଜ ହେବାକୁ ଥିବା ଫିଲ୍ମ ରକ୍ତ ଗୋଲାପର ଏକ ସୁନ୍ଦର ଟ୍ରେଣ୍ଡିଂ ଗୀତ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ପାତଲଘଣ୍ଟା ଗୀତରେ ଏକ ଖୁବ ଜୋରସୋରରେ ଦର୍ଶକ ମାନେ ରିଲ୍ସ ସେୟାର କରୁଛନ୍ତି । ତେବେ ଏହି ଗୀତରେ ଏବେ ଭାଇରାଲ ହୋଇଛି ସୂର୍ୟ୍ୟମୟୀ ଓ ଏଲିନାଙ୍କ ସହ ଏହି ଗୀତରେ କୋରିଓଗ୍ରାଫି କରିଥିବା ମାଷ୍ଟରଙ୍କ ଡ୍ୟାନ୍ସ। ଆପଣ ବି ଦେଖନ୍ତୁ ଭିଡିଓ

Recommended Videos