Advertisement
Videos Details/odisha/zeeodisha2814829
Video ThumbnailPlay icon

Odia Comedian Hadu: ତେଲ କଡେଇରେ ପଡ଼ି ଗୁରୁତର ହୋଇଥିବା କମେଡିଆନ ହାଡୁଙ୍କ ହସ୍ପିଟାଲ ଭିତର ଭିଡିଓ ଭାଇରାଲ

Odia Entertainment: ଓଲିଉଡର ବେଶ ଜଣାଶୁଣା ଚଳଚ୍ଚିତ୍ର ତଥା ଥିଏଟରର ହାସ୍ୟ ଅଭିନେତା ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ ଓରଫ ହାଡ଼ୁ ଗୁରୁତର ହୋଇଛନ୍ତି। ସୂଚନାନୁସାରେ, ତତଲା ତେଲ କଡ଼େଇରେ ପଡ଼ି ଗୁରୁତର ହୋଇଛନ୍ତି ହାଡୁ । ଶନିବାର ରାତି ପ୍ରାୟ ୮ଟାରେ ଏହି ଅଘଟଣ ଘଟିଥିଲା । ରାଜଧାନୀ ୟୁନିଟ-୧ରେ ଥିବା ତାଙ୍କ କ୍ୱାର୍ଟର୍ସରେ ରୋଷେଇ ବେଳେ ହାଡ଼ୁ ବାରଣ୍ଡା ଦେଇ ଯାତାୟତ କରୁଥିଲେ ସେହି ସମୟରେ ଚଟାଣରେ ଗୋଡ଼ ଖସିଯିବାରୁ ସେ ସିଧା ତେଲ କଡ଼େଇରେ ପଡ଼ିଥିଲେ । ତେବେ କେମିତି ଅଛନ୍ତି ହାଡୁ ତାଙ୍କର ଏବେ ଏକ ଭିଡିଓ ହସ୍ପିଟାଲରୁ ଭାଇରାଲ ହେବାରେ ଲାଗିଛି।
Viral Video: ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ...
Play icon00:45
Aseema Panda Video: ଭାଇରାଲ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଏହି ଭିଡିଓ...
Play icon00:22
Video: ଏହି ଯୁବକଙ୍କ ସହ ଗୁଲୁଆଙ୍କ ପତ୍ନୀ ବର୍ଷା ସ୍ପେଶାଲ୍, କାର୍ ଭିତରୁ ଭିଡିଓ ଭାଇରାଲ୍
Play icon01:16
Video: ଅଭିନେତା ଗୋବିନ୍ଦାଙ୍କ ସହ ଗାୟିକା ଅନ୍ତରା, ଭିଡିଓ ଭାଇରାଲ୍
Play icon01:57
Viral Video: ଭାଇରାଲ ହେଲା ଅଭିନେତ୍ରୀ ଅରୁନ୍ଧତୀ ଦେବିକାଙ୍କ ଏହି ଭିଡିଓ...
Play icon00:24
Varsha Priyadarshini Video: ଭାଇରାଲ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନଙ୍କ ଏହି ଭିଡିଓ...
Play icon01:08
Video: ହନୁମାନ ଜୟନ୍ତୀରେ ହଠାତ୍ ନାଲି ହେଇଗଲା ଶ୍ରୀମନ୍ଦିର ଆକାଶ, ଦେଖନ୍ତୁ ଭିଡିଓ
Play icon01:01
Bidusmita Viral Video: ପଣା ସଂକ୍ରାନ୍ତିରେ ଏପରି ଭିଡିଓ ଛାଡ଼ିଲେ ଅଭିନେତ୍ରୀ ବିଦୁସ୍ମିତା ଦାଶ...
Play icon00:34
Sonali Panda Video: ପୁଣିଥରେ ଭାଇରାଲ ହେଲା ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଏହି ଭିଡିଓ
Play icon01:00
Jasmine Rath: ଶଙ୍ଖା, ସିନ୍ଦୂର ମଙ୍ଗଳସୂତ୍ର ପିନ୍ଧି ସୁନ୍ଦର ଦିଶୁଛନ୍ତି ଜାସ୍ମିନ୍, ଭାଇରାଲ ହେଲା ଏହି ସୁନ୍ଦର ଭିଡିଓ
Play icon00:56
ମଞ୍ଚ ପଛ ପଟୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ ଏହି ଭିଡିଓ,ଦେଖନ୍ତୁ
Play icon00:34
Video: ଏହି ଯୁବକଙ୍କୁ ଗୋଲାପ ଦେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଆଉ ତାପରେ...
Play icon00:18
Debasmita Panda Video: ସୋସିଆଲ ମିଡିଆରେ ଭାଇରାଲ ହେଲା ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କ ଏହି ଭିଡିଓ...
Play icon00:30
CM Mohan Majhi Video: ରାସ୍ତା ଉପରେ ଖରାରେ ଲୋକଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ଦେଖନ୍ତୁ ଏହି ଭିଡିଓ...
Play icon01:39
Mangal Alati Video: ସିଂହଦ୍ୱାର ଫିଟା ଓ ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ...
Play icon00:30
Singer Aseema Panda: ନିଜର ଟ୍ରେଣ୍ଡିଂ ଗୀତ ମେନକାରେ ଜବରଦସ୍ତ ଠୁମକା ଲଗାଇଲେ ଗାୟିକା ଅସୀମା ପଣ୍ଡା
Play icon00:58
Viral Video: ଭାଇରାଲ ହେଲା ଅଭିନେତ୍ରୀ ବିଦୁସ୍ମିତା ଦାଶଙ୍କ ଏହି ଭିଡିଓ...
Play icon00:36
Arun Sahu Reaction: ମେଟ୍ରୋ ପ୍ରୋଜେକ୍ଟ ଆଙ୍କୁ ପାଗଳ କଲାଣି...କାରଣ ଗୁଡ଼ିକ ଗଣେଇ ଦେଲେ ବିଧାୟକ
Play icon03:27
Video: ଯାତ୍ରା ଅଭିନେତ୍ରୀ ରାଧା ପଣ୍ଡାଙ୍କ ୧୪ ସେକେଣ୍ଡ ଭିଡିଓ ଭାଇରାଲ୍
Play icon00:14
Actress Elli Padhi: ସ୍ଲିଭ ଲେସ୍ ଟପ୍ସରେ ଶାନଦାର ଲୁକ୍ ରେ ନଜର ଆସିଲେ ଅଭିନେତ୍ରୀ ଏଲି ପାଢୀ
Play icon01:09
Puri Bobby Allegation: 'ପୁରୀ ପରିକ୍ରମା ପ୍ରକଳ୍ପରୁ ମୂଲ୍ୟବାନ ପଥର ନେଇ ବବି ଦାସ ନିଜେ ଘର ତିଆରି କରିଛନ୍ତି'
Play icon01:49
Video: ଯାତ୍ରା ମଞ୍ଚରେ ଚଢିଲା ଷଣ୍ଢ, ଆଉ ତାପରେ... ଦେଖନ୍ତୁ ଭିଡିଓ
Play icon00:19
Odisha Cabinet: ରାଜ୍ୟ କ୍ୟାବିନେଟ୍‌ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ, ମୋଟ୍‌ ୧୧ ପ୍ରସ୍ତାବ ଉପରେ ମୋହର
Play icon10:40
Viral Video: ଜଙ୍ଗଲିଆ ରାସ୍ତାରୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ପାୟଲଙ୍କ ଏହି ଭିଡିଓ,ଦେଖନ୍ତୁ
Play icon00:47
Maa Tarini Temple: ଚଇତି ପର୍ବ, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ନଡ଼ିଆ ରାଣୀ ମା ତାରିଣୀ
Play icon02:08
Accident Video: ଭିଣୋଇକୁ ବୁଲାଇବାକୁ ନେଇ ପାଣିରେ ବୁଡି ଚାଲିଗଲା ଶଳାଙ୍କ ଜୀବନ, ଦେଖନ୍ତୁ ଏହି ଭିଡିଓ...
Play icon00:48
Lipi Mohapatra Video: କାହାକୁ ଭଲ ପାଇ ବସିଲେ ଅଭିନେତ୍ରୀ ଲିପି...ଭିଡିଓ ସେୟାର କରି କହିଲେ...
Play icon01:00
Shocking Video: ପୁରୀରୁ ମିଳିଲା ଅଜଣା ଯୁବକର ମୃତଦେହ, ଦେଖନ୍ତୁ ଏହି ଭିଡିଓ...
Play icon00:52
Viral Video: ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ...
Play icon00:29
Sonali Panda: ପୁଣି ଥରେ ସପିଂ ମଲରୁ କାହା ସହ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ଭିଡିଓ
Play icon00:59
Advertisement