Ollywood: ଏବେ ହଲ୍ ରେ ଧୁମ୍ ମଚାଇଛି ଅଭିନେତା ସବ୍ୟସାଚୀଙ୍କ ଫିଲ୍ମ ଅନନ୍ତା। ତେବେ ଅନନ୍ତା ସିନେମାରେ ଅଭିନୟ କରିଥିବା କୁନି କୁନି କଳାକାରମାନଙ୍କୁ କିପରି ଚୟନ କରାଯାଇଥିଲା ତାର ଏକ ଭିଡିଓ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଛାଡ଼ିଛନ୍ତି ସବ୍ୟ। ଦେଖନ୍ତୁ ଏହି ମଜାଦାର ଭିଡିଓ...