Jatra Actor Piyush: ଯାତ୍ରା ଜଗତକୁ ବାଏ ବାଏ କରିବେ କି ଯାତ୍ରା ଜଗତର ବ୍ୟାଡ୍ ବଏ ପିୟୁଷ, ଦେଲେ ଏମିତି କିଛି ପ୍ରତିକ୍ରିୟା

Jatra Actor Piyush: ଯାତ୍ରା ଜଗତକୁ ବାଏ ବାଏ କରିବେ କି ଯାତ୍ରା ଜଗତର ବ୍ୟାଡ୍ ବଏ ପିୟୁଷ, ଦେଲେ ଏମିତି କିଛି ପ୍ରତିକ୍ରିୟା । କିଛିଦିନ ହେଲା ଖୁବ ଚର୍ଚ୍ଚାରେ ରହିଛନ୍ତି ପିୟୁଷ। ଯାତ୍ରାକୁ ବାଏ ବାଏ କରିବାକୁ ହୁଅନ୍ତୁ ବା ନିଜର ବୃତ୍ତିଗତ ଚର୍ଚ୍ଚାକୁ ନେଇ ଏବେ ମୁହଁ ଖୋଲିଛନ୍ତି ପିୟୁଷ । କେଉଁ ମାଲିକଙ୍କ ଠୁ ଅଗ୍ରୀମ ଟଙ୍କା ଆଣିଥିଲେ ଓ ଗାଡ଼ି ଆଣିଥିଲେ ତାକୁ ନେଇ ଖୁବ ଚର୍ଚ୍ଚା ଧରିଥିଲା । ତେବେ ଗତକାଲି ଯାତ୍ରା କମିଟିକୁ ଟଙ୍କା ଫେରାଇବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ।

Recommended Videos