Published: Jan 11, 2026, 09:13 PM IST|Updated: Jan 11, 2026, 09:13 PM IST
Rani Panda: ବ୍ଲାକ୍ ଆଉଟଫିଟରେ ଭାଇରାଲ ହେଲା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏହି ପୁରୁଣା ଭିଡିଓ । ଭାଇରାଲ ହେଲା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏକ ଭାଇରାଲ ପୁରୁଣା ଭିଡିଓ। ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଅନେକ ସମୟରେ ନିଜର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ କିଛିଦିନ ତଳେ ସେ ନିଜେ ସେୟାର କରିଥିବା ଏହି ସୁନ୍ଦର ଭିଡିଓରେ ଏକ ବ୍ଲାକ୍ ବୋଲ୍ଡ ଆଉଟଫିଟ୍ ରେ ସେ ନଜର ଆସିଛନ୍ତି ଯାହାକୁ ତାଙ୍କ ଫ୍ୟାନ୍ସମାନେ ପସନ୍ଦ କରିଛନ୍ତି।