Viral Video: ଓଡି଼ଆ ଯାତ୍ରା ଜଗତର ଜଣାଶୁଣା ନାଁ ରାଣୀ ପଣ୍ତା। ଷ୍ଟେଜ୍ ରେ ତାଙ୍କର ଦମଦାର ଅଭିନୟ ଲୋକଙ୍କ ମନକିଣେ। ଗତକାଲି ରାଣୀଙ୍କ ଜନ୍ମଦିନ ଥିଲା। ପ୍ରତିବର୍ଷ ପ୍ରେମିକ ବିକ୍ରମ ସହ ଜନ୍ମଦିନ ପାଳନ କରିଥାଆନ୍ତି ରାଣୀ । ହେଲେ ଅଧାବାଟରେ ରାଣୀଙ୍କ ହାତ ଛାଡିଦେଇଛନ୍ତି ବିକ୍ରମ। ବିକ୍ରମକୁ ଏଯାଏଁ ଭୁଲି ପାରି ନାହାଁନ୍ତି। ତେବେ, ଏହାରି ରାଣୀ ଗତକାଲି ନିଜର ଜନ୍ମଦିନ ଏହି ଯୁବକଙ୍କ ସହ ପାଳନ କରିଛନ୍ତି। ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ..