Sonali Panda Video: ନବ ବିବାହିତା ଲୁକ୍ ରେ ନଜର ଆସିଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା

Sonali Panda: ଯାତ୍ରା ଜଗତର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ସୋନାଲି ପଣ୍ଡା। ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିଲେ ମଧ୍ୟ ନିଜ ଅଭିନୟକୁ ନେଇ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ବ୍ୟକ୍ତିଗତ କଥା ହେଉ ବା ବୃତ୍ତିଗତ କଥା ସର୍ବଦା ନିଜ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଅଭିନେତ୍ରୀ । ତେବେ ସେୟାର କରିଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ଅଭିନେତ୍ରୀ ଏକ ବୋହୂରାଣୀ ପରି ଲୁକ୍ ନଜର ଆସିଛନ୍ତି ଯାହାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି।

Recommended Videos