Nisha Maharana Video: ପୁଣି ଚର୍ଚ୍ଚାରେ ଯାତ୍ରା ଡ୍ୟାନ୍ସର ନିଶା ମହାରଣା...ମହିଳା ଲେଖିଲେ ତମ ପାଇଁ ମୋ ଘର ଭାଙ୍ଗିଲା

Nisha Maharana Video: ପୁଣି ଚର୍ଚ୍ଚାରେ ଯାତ୍ରା ଡ୍ୟାନ୍ସର ନିଶା ମହାରଣା...ମହିଳା ଲେଖିଲେ ତମ ପାଇଁ ମୋ ଘର ଭାଙ୍ଗିଲା। ଯାତ୍ରା ଡ୍ୟାନସର ନିଶା ମହାରଣାଙ୍କୁ ଓଡ଼ିଶାରେ କିଏ ବା ନଜାଣେ । ଯାତ୍ରା ମଞ୍ଚରେ ନିଜର ଜଲୱା ଦେଖାଇବା ସହ ସାମାଜିକ କାର୍ଯ୍ୟରେ ବି ନିଜକୁ ନିୟୋଜିତ କରିଥାନ୍ତି ନିଶା । ଏହାସହ ସେ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ତେବେ ଏକ ଭାଇରାଲ ଭିଡିଓରେ ତାଙ୍କୁ ଜଣେ ମହିଳା କମେଣ୍ଟ କରିଛନ୍ତି ଯେ, ଆପଣଙ୍କ ଯୋଗୁଁ ମୋ ଘର ଭାଙ୍ଗିଗଲା ମ୍ୟାଡାମ...ତେବେ କମେଣ୍ଟସ ଟି ମଜାରେ କେହି କହିଥିବା କୁହାଯାଉଛି।

Recommended Videos