)
Jatra Singer Video: ଯାତ୍ରା ଷ୍ଟେଜରୁ ଭାଇରାଲ ହେଲା ଆଇଟମ ଗାୟିକାଙ୍କ ଏହି ଜବରଦସ୍ତ ଭିଡିଓ । ରାଜ୍ୟରେ ଓଲିଉଡ ଫିଲ୍ମ ଠାରୁ ବେଶି ଚାହିଦାରେ ରୁହେ ଗାଁ ଗହଳିର ଯାତ୍ରା । ତେବେ ଯାତ୍ରାର ସବୁଠାରୁ ମୁଖ୍ୟ ଆକର୍ଷଣ ହେଲା ଆଇଟମ ଗୀତ ଓ ଆଇଟମ ଡ୍ୟାନ୍ସ । ତେବେ ଗଣନାଟ୍ୟରେ ଆଇଟମ ସିଙ୍ଗର ମାନେ ବଲିଉଡ ଗୀତ ମୁଝସେ ସାଦି କରୋଗୀ ଗୀତରେ ଜବରଦସ୍ତ ପରଫରମାନ୍ସ କରିଥିଲେ। ଆଉ ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।