Advertisement
Videos Details/odisha/zeeodisha2805307
Video ThumbnailPlay icon

Video: ସବ୍ୟଙ୍କ ପାଇଁ ଅନନ୍ତା ହେବା ସହଜ ନଥିଲା, ଦେଖନ୍ତୁ ସୁଟିଂ ସେଟ୍ ଭିଡିଓ

Ollywood: ଆଜି ଓଲିଉଡ ନାୟକ ସବ୍ୟସାଚୀ ମିଶ୍ର ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି କହିଛନ୍ତି ଯେ, ଅନନ୍ତା ହେବା ଏତେ ସହଜ ନଥିଲା, ଅନେକ କଥା ଶିଖିବାକୁ ପଡିଲା। ଆଉ ତା ଭିତରେ ସବୁଠୁ ଖୁସି ଲାଗିଥିଲା ଯେତେବେଳେ ମତେ ଗୋଟେ ସିନ୍ (ଗୋଟେ ବୃଦ୍ଧ ଗରିବ ଚାଷୀକୁ ସାହାଯ୍ୟ) ପାଇଁ ଲଙ୍ଗଳ ଧରି ହଳ କରିବାର ଥିଲା। ଶୁଟିଂର ତିନିଦିନ ଆଗରୁ ମୁଁ ଆନ୍ତରିକତାର ସହ ହଳ କରିବା ଶିଖିବାକୁ ଚାହିଁଲି, କାରଣ ସିନ୍ ରେ ମୁଁ ଜଣେ ପ୍ରକୃତ ଚାଷୀ ଭଳି ଦେଖାଯିବାକୁ ଚାହୁଁଥିଲି। ଆମ ନିର୍ଦ୍ଦେଶକ ମଧ୍ୟ ମତେ ତିନି ଦିନ ଶୁଟିଂ ମଧ୍ୟାହ୍ନ ବିରତି ସମୟରେ ବିଲକୁ ଯିବାପାଇଁ ଛାଡିବା ସହ ଜୁଟେଇ ଦେଲେ ଜଣେ ପୋଖତ ଚାଷୀଙ୍କ ସହ। କହିପାରିବିନି କେତେ ଖୁସି ଲାଗୁଥିଲା ଶିଖିଲା ବେଳେ। ଚାଷ ପୂର୍ବରୁ ଓ ପରେ ଲଙ୍ଗଳକୁ ମୁଣ୍ଡିଆ ମାରିବା ସମୟରେ ଲାଗୁଥିଲା ମୁଁ ସତରେ ଗୋଟେ ଚାଷୀ ଓ ଏଇ ଲଙ୍ଗଳ ଧରିବା ବୋଧେ ଭାଗ୍ୟରେ ଥିଲେ ମିଳେ । ଜାଣି ପାରିଲି ଏହା କେତେ କଷ୍ଟ ଓ ଆମେ ଯେଉଁ ଖାଦ୍ୟ ଖାଉଛେ ତା ପଛରେ ଚାଷୀଙ୍କ କେତେ ପରିଶ୍ରମ ଅଛି। ଦୁଇ ରାଉଣ୍ଡ ହଳ ବୁଲେଇବା ଜିମ୍ ରେ ଚାରି ଘଣ୍ଟା ଟ୍ରେଡ଼ ମିଲ୍ ରେ ଦୌଡ଼ିବା ସାଙ୍ଗେ ସମାନ। ପ୍ରକୃତରେ ଅନନ୍ତା ସିନେମା ମତେ ଗାଁ ଓ ଗାଁର ପରିଶ୍ରମୀ ଲୋକଙ୍କୁ ଅତି ନିକଟରୁ ବୁଝିବାକୁ ସୁଯୋଗ ଦେଇଛି। ଆପଣଙ୍କୁ ଅନୁରୋଧ ନିଶ୍ଚୟ ପରିବାର ସହ ଅନନ୍ତା ଦେଖିବେ ଓ ଯେତେବେଳେ ଏଇ ସିନ୍ ଆସିବ... ସବୁ ଚାଷୀ ଭାଇଙ୍କ ପାଇଁ ଗୋଟେ ତାଳି ମାରିଦେବେ। ଜୟ କିଷାନ

Video: ବିଡିଓଙ୍କ ଉପରେ ତାତିଲେ ବିଜେପି ନେତା ଅରିନ୍ଦମ ରୟ, ଭିଡିଓ ଭାଇରାଲ୍
Play icon00:29
ତେଲ ସରିବା ନା ଯାନ୍ତ୍ରିକ ତୃଟି ! କେଉଁଟା ସତ ?
Play icon02:22
Odisha News: କଳାକାର ଫେରାର, ଥାନାରେ ମାମଲା
Play icon03:29
ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୁରୀରେ ବିଜେଡ଼ି ନେତାଙ୍କ ଆନ୍ଦୋଳନ
Play icon03:03
ପୁରୀରେ ତୈଳସଂକଟ, ପେଟ୍ରୋଲ ପମ୍ପରେ ଲାଗିଲା ଲମ୍ବା ଲାଇନ
Play icon03:14
ବଡ଼ ଦାଣ୍ଡରେ ସ୍କୁଟିକୁ ପିଟିଲା ବସ ୪ ଆହତ
Play icon00:43
Video: କାହା ପାଇଁ ଏପରି ଗୀତ ଗାଇଲେ ଅଭିନେତା ବବି ମିଶ୍ର
Play icon01:04
Odisha News: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପନ୍ନ
Play icon07:25
Lipi Sritam Video: ଷ୍ଟେଜ ଉପରୁ ଭାଇରାଲ ହେଲା ଶ୍ରୀତମଙ୍କ ସହ ଲିପିଙ୍କ ଏହି ଭାଇରାଲ ଭିଡିଓ
Play icon00:53
Varsha Priyadarshini: ଦୀର୍ଘଦିନ ପରେ ଭାଇରାଲ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ସୁନ୍ଦର ଭିଡିଓ
Play icon01:10
Elli Padhi Video: ଟ୍ରେଣ୍ଡିଂ ଗୀତ ହାଏ ଗୋ ଗୀତରେ ଭାଇରାଲ ହେଲା ଅଭିନେତ୍ରୀ ଏଲି ପାଢୀଙ୍କ ଭିଡିଓ
Play icon00:48
Viral Video: ଅଭିନେତ୍ରୀ ନିକିତାଙ୍କ ସହ ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଏହି ଭିଡିଓ
Play icon00:51
Antara Chakraborty: ନିଜର ଟ୍ରେଣ୍ଡିଂ ଗୀତ ଫିଲ୍ଟର କମାଲରେ କମାଲ କରିଦେଖାଇଲେ ଗାୟିକା ଅନ୍ତରା
Play icon00:42
Video: ଦୁଃଖ ଗୀତରେ ଭିଡିଓ କଲେ ଯାତ୍ରା ଅଭିନେତ୍ରୀ ସୋନାଲି, ପ୍ରଶଂସକ କହିଲେ...
Play icon00:30
Viral Video: ଭାଇରାଲ ହେଲା ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ଏହି ଭିଡିଓ...
Play icon00:24
Thalapathy Vijay: ଏମିତି ଢଙ୍ଗରେ ଶପଥ ନେଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଲପତି ବିଜୟ
Play icon00:36
Viral Video:  ଭାଇରାଲ ହେଉଛି ଅଭିନେତ୍ରୀ ଲିପିଙ୍କ ଏହି ଭିଡିଓ...
Play icon00:25
Video: ପୋଲିସ ବେଶରେ ଅଭିନେତ୍ରୀ ରୋମ୍ୟାଞ୍ଜଳୀ, ଭିଡିଓ ଭାଇରାଲ୍
Play icon00:40
Video: ମଞ୍ଚରୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଭିଡିଓ
Play icon01:00
Advertisement