Biswarupa Dance: ପୁଣି ଭାଇରାଲ ହେଲା ଚୁଲୁବୁଲି ଅଭିନେତ୍ରୀ ବିଶ୍ୱରୂପାଙ୍କ ଏହି ଡ୍ୟାନ୍ସ ଭିଡିଓ...

Biswarupa Dance: ଓଡ଼ିଆ ସିରିଏଲ ଅଭିନେତ୍ରୀ ବିଶ୍ୱରୁପା ବେଶ୍ ଚର୍ଚ୍ଚିତ । କାରଣ ସେ ନିଜର ଚୁଲୁବୁଲି ଅନ୍ଦାଜରେ ସମସ୍ତଙ୍କ ମନ କିଣିଛନ୍ତି । ତେବେ ଏହାରି ମଧ୍ୟରେ ବିଶ୍ୱରୂପା ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଜବରଦସ୍ତ ଡ୍ୟାନ୍ସ କରିଥିବାର ନଜର ଆସିଛନ୍ତି । ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି। ଆପଣ ବି ଦେଖନ୍ତୁ ସେହି ଭିଡିଓ...

Recommended Videos