Neha Nageshwari Dance: ଟ୍ରେଣ୍ଡିଂ ଗୀତ ଜଲସାରେ ଜବରଦସ୍ତ ଡ୍ୟାନ୍ସ କଲେ ଅଭିନେତ୍ରୀ ନେହା ନାଗେଶ୍ୱରୀ

Neha Nageshwari Dance: ଟ୍ରେଣ୍ଡିଂ ଗୀତ ଜଲସାରେ ଜବରଦସ୍ତ ଡ୍ୟାନ୍ସ କଲେ ଅଭିନେତ୍ରୀ ନେହା ନାଗେଶ୍ୱରୀ । ଦଶହରାରେ ରିଲିଜ ହୋଇପାରେ ଓଡ଼ିଆର ଅନେକ ଚଳଚ୍ଚିତ୍ର । ତେବେ ସେଥିମଧ୍ୟରୁ ମନ୍ତ୍ର ମୁଗ୍ଧ ମଧ୍ୟ ନିଜ ସୁଟିଂରେ ବେଶ ବ୍ୟସ୍ତ ରହିଛି । ତେବେ କିଛିଦିନ ପୂର୍ବରୁ ରିଲିଜ ହୋଇଥିଲା ଜଲସା ଗୀତ ଯାହା ଏବେ ବେଶ୍ ଟ୍ରେଣ୍ଡରେ ରହିଛି । ତେବେ ଏହି ଗୀତରେ ଧମାକାଦାର ଡ୍ୟାନ୍ସ କରିଛନ୍ତି ଅଭିନେତ୍ରୀ ନେହା ନାଗେଶ୍ୱରୀ। ଆପଣ ବି ଦେଖନ୍ତୁ ଅଭିନେତ୍ରୀଙ୍କ ଚମତ୍କାର ଡ୍ୟାନ୍ସ ।

Recommended Videos