Aseema Panda Dance: ସମ୍ବଲପୁରୀ ଶାଢୀ ପିନ୍ଧି ଧମାକାଦାର ଡ୍ୟାନ୍ସ କଲେ ଗାୟିକା ଅସୀମା...ଭିଡିଓ ଭାଇରାଲ

Aseema Panda Dance: ସମ୍ବଲପୁରୀ ଶାଢୀ ପିନ୍ଧି ଧମାକାଦାର ଡ୍ୟାନ୍ସ କଲେ ଗାୟିକା ଅସୀମା...ଭିଡିଓ ଭାଇରାଲ । ଓଲିଉଡ ଦୁନିଆର ଚର୍ଚ୍ଚିତ ଚେହେରା ହେଉଛନ୍ତି ଗାୟିକା ଅସୀମା ପଣ୍ଡା । ଆଲବମ ହେଉ ବା ଓଡ଼ିଆ ଫିଲ୍ମର ଗୀତ ସବୁଥିରେ ନିଜ କଣ୍ଠର ଜଲୱା ଦେଖାଇଛନ୍ତି ଗାୟିକା। ତେବେ ଗାୟିକା ଅସୀମା ସମ୍ବଲପୁରୀ ଶାଢୀ ପିନ୍ଧି ଏକ ଟ୍ରେଣ୍ଡିଂ ସଙ୍ଗରେ ଜୋରଦାର ଡ୍ୟାନ୍ସ କରିଛନ୍ତି ଗାୟିକା । ଆଉ ଏହି ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି ଗାୟିକାଙ୍କ ଫ୍ୟାନ୍ସ ଓ ସମର୍ଥକ । ଦେଖନ୍ତୁ ଭିଡିଓ...

Recommended Videos