Aseema Panda: ବ୍ରହ୍ମପୁରରୁ ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଏକ ଏନର୍ଜେଟିକ୍ ଭିଡିଓ

Aseema Panda: ବ୍ରହ୍ମପୁରରୁ ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଏକ ଏନର୍ଜେଟିକ୍ ଭିଡିଓ । ରାଜ୍ୟର ଏବେ ସୋସିଆଲ ମିଡିଆ ସେନ୍ ସେସନ ହେଉଛନ୍ତି ଗାୟିକା ଅସୀମା ପଣ୍ଡା । ନିଜର କଣ୍ଠର ଯାଦୁରେ ଓଡ଼ିଶାବାସୀ ଖାସ୍ କରି ଯୁବପୀଢୀଙ୍କୁ ବାନ୍ଧି ରଖିଛନ୍ତି ଓଲିଉଡର ଏହି ଗାୟିକା । ତେବେ କିଛିଦିନ ପୂର୍ବରୁ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ଯେଉଁଠି ସେ ବ୍ରହ୍ମପୁରରେ ଏକ କନସର୍ଟରେ ଯୋଗ ଦେଇଛନ୍ତି । ତେବେ ଏହି ଭିଡିଓ ଖୁବ୍ ଏନର୍ଜେଟିକ୍ ରହିଛି...ଆପଣ ଦେଖିଲେ ଆପଣଙ୍କ ପାଦ ବି ଉଠିବ ନାଚିବାକୁ... ଦେଖନ୍ତୁ ସେହି ଭିଡିଓ

Recommended Videos