Aseema Panda Unseen Video: ଦେଢ ମିନିଟ୍ ର ଭିଡିଓ ସେୟାର କଲେ ଗାୟିକା ଅସୀମା...ଯାହା କେବେ ଦେଖିନଥିବେ। ଓଲିଉଡ ଦୁନିଆର ଚର୍ଚ୍ଚିତ ଚେହେରା ହେଉଛନ୍ତି ଗାୟିକା ଅସୀମା ପଣ୍ଡା । ଆଲବମ ହେଉ ବା ଓଡ଼ିଆ ଫିଲ୍ମର ଗୀତ ସବୁଥିରେ ନିଜ କଣ୍ଠର ଜଲୱା ଦେଖାଇଛନ୍ତି ଗାୟିକା। ତେବେ ଗାୟିକା ଅସୀମା ପ୍ରାୟତଃ ସମୟରେ ନିଜର ଷ୍ଟେଜ ପରଫରମାନ୍ସର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଆଉ ଏହି ଭିଡିଓ ଗୁଡ଼ିକୁ ଖୁବ ପସନ୍ଦ କରିଥାନ୍ତି ତାଙ୍କ ଫ୍ୟାନ୍ସ ଆଣ୍ଡ ଫଲୋଅର୍ସ । ତେବେ ସେୟାର ହୋଇଥିବା ଏକ ଲାଟେଷ୍ଟ ଭିଡିଓରେ ଦେଖନ୍ତୁ କଣ କରୁଛନ୍ତି ଗାୟିକା ଅସୀମା ଓ ତାଙ୍କ ଟିମ୍...