Aseema Panda: ପ୍ରଥମ ଥର ଗୀତ ସହ ଡ୍ୟାନ୍ସ ଓ ଅଭିନୟ କଲେ ଗାୟିକା ଅସୀମା...ଭାଇରାଲ ହେଲା ଭିଡିଓ

Aseema Panda: ଓଲିଉଡ ଦୁନିଆର ଚର୍ଚ୍ଚିତ ଚେହେରା ହେଉଛନ୍ତି ଗାୟିକା ଅସୀମା ପଣ୍ଡା । ଆଲବମ ହେଉ ବା ଓଡ଼ିଆ ଫିଲ୍ମର ଗୀତ ସବୁଥିରେ ନିଜ କଣ୍ଠର ଜଲୱା ଦେଖାଇଛନ୍ତି ଗାୟିକା। ତେବେ ଗାୟିକା ଅସୀମା ପ୍ରାୟତଃ ସମୟରେ ନିଜର ଷ୍ଟେଜ ପରଫରମାନ୍ସର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଆଉ ଏହି ଭିଡିଓ ଗୁଡ଼ିକୁ ଖୁବ ପସନ୍ଦ କରିଥାନ୍ତି ତାଙ୍କ ଫ୍ୟାନ୍ସ ଆଣ୍ଡ ଫଲୋଅର୍ସ । ହେଲେ ପ୍ରଥମ ଥର ଗାୟିକା ଅସୀମା ଗୀତ ସହ ନାଚ ଓ ଅଭିନୟ କରିଛନ୍ତି ଯାହା ର ଏକ ଭିଡିଓ ସେୟାର କରିଛନ୍ତି । ଦୁର୍ଗାପୂଜା ଉପଲକ୍ଷେ ଏ ଭିଡିଓ ଟି ତିଆରି କରାଯାଇଛି।

Recommended Videos