Aseema Panda Video: ଓଡ଼ିଆ ଜଗତର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା । ସେ ଅନେକ ଓଡ଼ିଆ ଆଲବମ ଓ ଫିଲ୍ମରେ କଣ୍ଠଦାନ କରି ଶ୍ରୋତାଙ୍କ ନିକଟତର ହୋଇପାରିଛନ୍ତି। ତେବେ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ଦେଖନ୍ତୁ ତାଙ୍କର ଏହି ସୁନ୍ଦର ଭିଡିଓ..
Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।