Viral Video: ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଆଉ ନାହାଁନ୍ତି। ତାଙ୍କର ମୃତ୍ୟୁ ଓଡିଆ ସଙ୍ଗୀତ ଜଗତକୁ ପୂରା ସ୍ତବ୍ଧ କରିଦେଇଛି। ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମାଆ ଅଭିଯୋଗ ଆଣିଛନ୍ତି। ତେବେ, ଏହାରି ଭିତରେ ହ୍ୟୁମାନଙ୍କ ସ୍ତ୍ରୀ ଶ୍ରେୟା ମିଶ୍ରଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଦେଖନ୍ତୁ...