Pramilla Mallik: ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ସରକାରଙ୍କ କୌଣସି ପ୍ରକାରର ଆଗ୍ରହ ନାହିଁ

Pramilla Mallik: ମୁଖ୍ୟ ବିରୋଧୀ ଦଳ ବିଜେଡି ସାର ସଂକଟ ନେଇ ଗୃହର ସବୁ କାର୍ଯ୍ୟ ବାତିଲ କରି ସାର ଉପରେ ସ୍ବତନ୍ତ୍ର ଆଲୋଚନା ପାଇ ଦାବି କରିଆସୁଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପଚାରିଛନ୍ତି, ଚାଷୀଙ୍କ ପ୍ରସଙ୍ଗ କଣ ଆଲୋଚନା ହେବା କଥା ନୁହେଁ କି ? ସେମାନେ ଆମକୁ ନିର୍ବାଚିତ କରିଛନ୍ତି। ରାଜ୍ୟରେ ସାରର ଘୋର ଅଭାବ। ଚାଷୀ ହଇରାଣ ହେଉଛନ୍ତି। ତେଣୁ ସବୁ କାର୍ଯ୍ୟକ୍ରମ ବାତିଲ କରି ସେମାନଙ୍କ ପାଇଁ ସ୍ଵତନ୍ତ୍ର ଆଲୋଚନା ହେବା ଦରକାର ବୋଲି କହିଥିଲେ ବିଧାୟିକା ପ୍ରମିଳା ମଲ୍ଲିକ।

Recommended Videos