Odisha Congress: ଦିଲ୍ଲୀରୁ ଆସି କଂଗ୍ରେସ ଭବନରେ ପହଞ୍ଚିଲେ କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

Odisha Congress: ଦିଲ୍ଲୀରୁ ଆସି କଂଗ୍ରେସ ଭବନରେ ପହଞ୍ଚିଲେ କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଗତକାଲି ଓଡ଼ିଶା ଗସ୍ତରେ ଆସିଥିବା ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି । ବର୍ଷକର ଶାସନ କଥା କହିଲେ ହେଲେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଓ ଗଣ ଦୁଷ୍କର୍ମ କଥା ଉଠାଇଲେନି ପ୍ରଧାନମନ୍ତ୍ରୀ ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି କଂଗ୍ରେସ।

Recommended Videos