Advertisement
Videos Details/odisha/zeeodisha2647596
Video ThumbnailPlay icon

Weather Report: ବଢିବ ଗରମ, ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

Weather Report: ମାଘ ଯାଉ ଯାଉ ମାଡ଼ି ଆସିଲାଣି ତାତି। ଗରମରେ ଆଉଟୁ ପାଉଟୁ ରାଜ୍ୟବାସୀ। ଉପକୂଳରେ ଉପରମୁହାଁ ପାରଦ। ଆଜିଠାରୁ ରାଜ୍ୟରେ ଅହେତୁକ ଭାବରେ ବଢିବ ତାତି। ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଚଳିତବର୍ଷ ପ୍ରଥମ ଥର ପାଇଁ ଗତକାଲି ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଟପିଛି ରାଜଧାନୀ ଭୁବନେଶ୍ବର। ଗତକାଲି ୩୫.୯ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଥିଲା ଅନୁଗୁଳ। ଉପକୂଳ ଓଡ଼ିଶା ସମେତ ଅନୁଗୁଳ ଏବଂ ଢେଙ୍କାନାଳରେ ତାତି ଅସମ୍ଭାଳ ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ମଧ୍ୟରେ ସାଂଘାତିକ ତାତି ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।
Video: 'ଘମାଘୋଟ'କୁ ପ୍ରଶଂସା କରି ସୁପରଷ୍ଟାର ଅନୁଭବଙ୍କୁ ଏମିତି କହିଲେ ଲିଜା
Play icon00:55
Video: ସୁଟିଂ ପାଇଁ ରାସ୍ତାରେ ବିପଦ ସହ ଖେଳ, ଭିଡିଓ ଭାଇରାଲ୍
Play icon00:18
Weather Report: ୨୪ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି
Play icon05:07
Viral Video: ନୂଆ ଘର କିଣିଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା; ଏମିତି କଲେ ଗୃହ ପ୍ରବେଶ, ଦେଖନ୍ତୁ
Play icon00:36
ଫୁଲ ବଗିଚାରେ କଣ କରୁଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ତା, ଭାଇରାଲ୍ ହେଲା ଏହି ଭିଡିଓ
Play icon00:56
Priyanka Chopra: ଦେଶୀ ଗର୍ଲଙ୍କ ମନ କିଣିନେଲା ଦେଶୀ ପିଜୁଳି, କୋରାପୁଟକୁ ନେଇ ଏଭଳି କହିଲେ ପିସି
Play icon00:44
ପୁଣି ଥରେ କାହା ପାଇଁ କାନ୍ଦିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା? ଭିଡିଓ ହେଲା ଭାଇରାଲ୍
Play icon01:10
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
Viral Video: କିଏ ଭାଙ୍ଗିଲା ଯାତ୍ରା ଅଭିନେତ୍ରୀ ସ୍ମରଣିକାଙ୍କ ହୃଦୟ? ଦେଖନ୍ତୁ ଏହି ଭିଡିଓ
Play icon00:45
Video: 'ଫସିବିନି ତମେ ଯେତେ ବାହାନା କଲେ' ଗୀତରେ ଠୁମକା ଲଗାଇଲେ ଅଭିନେତ୍ରୀ ଏଲି, ଦେଖନ୍ତୁ ଏହି ଭିଡିଓ
Play icon00:38
Weather Report:  ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..
Play icon04:31
Viral Video: ଭାଇରାଲ ହେଉଛି ରାଜା-ରାଣୀ ସିରିଏଲର ଅଭିନେତ୍ରୀ ସିମରନ୍ ପଟ୍ଟନାୟକଙ୍କ ଏହି ଭିଡିଓ....
Play icon00:53
 ପଖାଳ ଦିବସ ପାଳିଲେ ଅଭିନେତ୍ରୀ ରିୟା ଦେ, ଦେଖନ୍ତୁ ଭିଡିଓ
Play icon01:17
Viral Video: କାହାକୁ ମିସ୍ କରୁଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର? ସୋସିଆଲ୍ ମିଡିଆରେ ସେୟାର କଲେ ଏହି ଭିଡିଓ
Play icon00:40
କାହା ପାଇଁ ସଜେଇ ହେଲେ 'ତୁଳସୀ' ସିରିଏଲର ଅଭିନେତ୍ରୀ ଇପସିତା? ଦେଖନ୍ତୁ ଭିଡିଓ
Play icon01:04
ବିୟୁଟି ପାର୍ଲରରେ ଏମିତି କିଛି କାମ କଲେ ଯାତ୍ରା ଅଭିନେତ୍ରୀ ନିଶା, ଭାଇରାଲ୍ ହେଲା ଭିଡିଓ
Play icon01:05
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
Cookies Swain Video: ସ୍ୱାମୀ ଜୟଦେବଙ୍କ ସହ ଭାଇରାଲ ହେଲା ଅଭିନେତ୍ରୀ କୁକିଜ୍ ସ୍ୱାଇଁଙ୍କ ଏହି ଭିଡିଓ...
Play icon00:57
Bidusmita Viral Video: ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା ଦାଶଙ୍କ ଏହି ଭିଡିଓ..
Play icon00:33
VIDEO: ଦିଲ୍ଲୀ ରାସ୍ତାରେ କ୍ରିକେଟ୍ ଖେଳିଲେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ, କପିଲ ଦେବ ମଧ୍ୟ ହେଲେ ଆଶ୍ଚର୍ଯ୍ୟ; ଦେଖନ୍ତୁ ଭିଡିଓ
Play icon00:52
Anubhav Varsha Video: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଅନୁଭବ-ବର୍ଷାଙ୍କ ଏହି ପୁରୁଣା ଭିଡିଓ, ଦେଖନ୍ତୁ...
Play icon00:42
Viral Video: ରୁମ୍ ଭିତରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅନ୍ତରାଙ୍କ ଏହି ଭିଡିଓ, ଦେଖନ୍ତୁ
Play icon01:08
ମେକଅପ୍ ରୁମ୍ ରେ ଏମିତି କିଛି କରୁଥିଲେ କଣ୍ଠଶିଳ୍ପୀ ଅସୀମା, ଭାଇରାଲ୍ ହେଲା ଭିଡିଓ
Play icon01:00
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:30
Video: ଏ ବନର ଛାଇ... ବେବି ପ୍ରଧାନଙ୍କ ରିଲ୍ସ ଭାଇରାଲ୍
Play icon00:26
VIDEO: ଟ୍ରାଡିସନାଲ୍ ଲୁକ୍ ରେ ନଜର ଆସିଲେ ଅଭିନେତ୍ରୀ ଅର୍ଚ୍ଚିତା, ଦେଖନ୍ତୁ ଏହି ଭିଡିଓ
Play icon00:37
Video: ପରିଣତ ବୟସରେ କମାଲ୍ ଆଇଟମ୍ ଗୀତ ଗାଇଲେ ବୃଦ୍ଧ, ଭିଡିଓ ଭାଇରାଲ୍
Play icon00:35
Eli Padhi Video: ଜଙ୍ଗଲରୁ ଭାଇରାଲ୍ ହେଲା ଏଲି ପାଢୀଙ୍କ ଏହି ଭିଡିଓ, ଦେଖନ୍ତୁ…
Play icon00:29
Video: ଜୟଦେବଙ୍କ ଉପରେ ରାଗିଲେ କୁକିଜ୍ ? କାର୍ ଭିତରେ କଲେ ଏହି ହରକତ
Play icon01:09
Video: ପାହାଡିଆ ରାସ୍ତାରେ ସ୍ୱରାଜ ଏବଂ ଭୂମିକା, ଭିଡିଓ ହେଉଛି ଭାଇରାଲ୍
Play icon00:22