Viral Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଜଣେ ମହିଳା ଏକ କ୍ଷେତରେ ଫଳିଥିବା ବାଇଗଣକୁ ଦେଖି ଭାବବିହ୍ୟୁଳ ହୋଇପଡିଛନ୍ତି । ସୋସିଆଲ ମିଡିଆ ୟୁଜର୍ସମାନେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଥିବା ଦେଖିବାକୁ ମିଳିଛି ।