Viral Video: ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜ ଝିଅ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ହୋଲିର ଶୁଭ କାମନା ଜଣାଇଛନ୍ତି ଶ୍ରୀତମ । ଶ୍ରୀତମଙ୍କ ମଜାଳିଆ କଥା ଅନ୍ୟମାନଙ୍କ ଓଠରେ ହସ ଭରିଦେଇଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.