Video: ଅଭିନେତା ଶ୍ରୀତମ ଦାସଙ୍କ ସହ ଲିପି ମହାପାତ୍ର, ଭିଡିଓ ଭାଇରାଲ୍

Viral Video: ଓଲିଉଡ ଅଭିନେତା ଶ୍ରୀତମ ଦାସ ଅନେକ ସମୟରେ ରିୟଲିଟି ଶୋ'ରେ ବିଚାରକ ଭାବେ ନଜର ଆସନ୍ତି । ସେହିପରି ଅଭିନେତ୍ରୀ ଲିପି ମଧ୍ୟ ଅନେକ କାର୍ଯ୍ୟକ୍ରମରେ ଉପସ୍ଥାପନା କରୁଛନ୍ତି । ଉଭୟେ ଅଭିନୟ ମାଧ୍ୟମରେ ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ନିକଟରେ ଲିପି ଏବଂ ଶ୍ରୀତମ ଏକାଠି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟରେ ଏହି ରିଲ୍ ଟି ସୁଟ୍ କରିଥିଲେ । ବର୍ତ୍ତମାନ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Recommended Videos