Video: ଅଭିଜିତ ମଜୁମଦାରଙ୍କ ଗୀତରେ ଅଭିନେତ୍ରୀ ଏଲିନା ସାମନ୍ତରାୟ, ଦେଖନ୍ତୁ ଭିଡିଓ

Viral Video: ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଗୀତ 'ତୋର କଞ୍ଚା ହଳଦୀ'ରେ ଏହି ରିଲ୍ ଟି ବନେଇଛନ୍ତି । ବାଇକ୍ ରାଇଡର୍ ଭାବେ ଏଲିନାଙ୍କ ଏହି ଲୁକ୍ କୁ ବେଶ୍ ପସନ୍ଦ କରିଛନ୍ତି ପ୍ରଶଂସକ । ଭିଡିଓଟି ବର୍ତ୍ତମାନ ଭାଇରାଲ୍ ହେଉଛି ସୋସିଆଲ ମିଡିଆରେ ।

Recommended Videos