Elina Samantray Video: ଭାଇରାଲ ହେଲା ଓଲିଉଡ ଅଭିନେତ୍ରୀ ଏଲିନାଙ୍କ ଚୁଲୁବୁଲି ଭିଡିଓ

Elina Samantray Video: ଓଲିଉଡର ଜଣେ ଚୁଲୁବୁଲି ନାୟିକା ହେଉଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । ନାଚ ହେଉ ବା ଗୀତ କି ଆକ୍ଟିଂ ସବୁଥୁରେ ବେଶ୍ ପାରଙ୍ଗମ ଏହି ଅଭିନେତ୍ରୀ । ସେହିପରି ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ବି ବେଶ୍ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । ତେବେ ଅନେକ ସମୟରେ ଷ୍ଟେଜ ପ୍ରୋଗ୍ରାମରେ ଜଜସେ ଭାବେ ନଜର ଆସନ୍ତି ଅଭିନେତ୍ରୀ । ଆଉ କୋଷ୍ଟାରଙ୍କ ସହ ମଜାମସ୍ତିର ଭିଡିଓ ସହ ନିଜ ମସ୍ତିର ଭିଡିଓ ବି ସେୟାର କରିଥାନ୍ତି ଅଭିନେତ୍ରୀ । ଦେଖନ୍ତୁ ଏକ ଷ୍ଟେଜ୍ ଭିଡିଓ...

Recommended Videos