Prakruti Mishra: ଭାଇରାଲ ହେଲା ଟ୍ୟାଲେଣ୍ଟେଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମାତ୍ର ୧୩ ସେକେଣ୍ଡର ଏହି ଭିଡିଓ

Prakruti Mishra: ଭାଇରାଲ ହେଲା ଟ୍ୟାଲେଣ୍ଟେଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମାତ୍ର ୧୩ ସେକେଣ୍ଡର ଏହି ଭିଡିଓ । ଅଭିନେତ୍ରୀ ପ୍ରକୃତି ମିଶ୍ର କେବଳ ଅଭିନୟ ନୁହେଁ ଡ୍ୟାନ୍ସ ଓ ଗୀତରେ ବି ଖୁବ ପାରଙ୍ଗମ । ଏହାରି ମଧ୍ୟରେ ସେ ଏକ ୧୩ ସେକେଣ୍ଡର ଭିଡିଓଟି ସେୟାର କରିଛନ୍ତି ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ସୁନ୍ଦର ଷ୍ଟେପ୍ ସହ ସୁନ୍ଦର ଷ୍ଟନିଂ ଲୁକ୍ ସହ ନିଜ ସାଙ୍ଗ ସହ ଏକ ଟ୍ରେଣ୍ଡିଂ ସଙ୍ଗରେ ରିଲ୍ସ କରି ସେୟାର କରିଛନ୍ତି ।

Recommended Videos