Prakruti Mishra: ପୁଣିଥରେ ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର...ଭିଡିଓ ଭାଇରାଲ

Prakruti Mishra: ପୁଣିଥରେ ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର...ଭିଡିଓ ଭାଇରାଲ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ କିଏ ବା ନଜାଣେ। କେବଳ ଅଭିନୟ ନୁହେଁ ବରଂ ଗୀତ ସହ ଡ୍ୟାନ୍ସରେ ବି ରୁଚି ରଖୁଥିବା ଏହି ଅଭିନେତ୍ରୀ ବହୁତ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ନିଜର ସମସ୍ତ ପ୍ରକାରର ଆକ୍ଟିଭିଟି ସେୟାର କରିଥାନ୍ତି ଅଭିନେତ୍ରୀ । ତେବେ ଏକ କ୍ରୁଜ୍ ରେ ନିଜର କ୍ୱାଲିଟି ଟାଇମ୍ ବିତଉଥିବା ବେଳେ ଏହାର ଏକ ଭିଡିଓ ସେ ସେୟାର କରିଛନ୍ତି । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି....

Recommended Videos