Published: Dec 04, 2025, 04:13 PM IST|Updated: Dec 04, 2025, 04:13 PM IST
Viral Video: ଅଭିନେତ୍ରୀ ପ୍ରକୃତି ମିଶ୍ର କେବଳ ଓଲିଉଡ ନୁହେଁ ବରଂ ମାୟାନଗରୀ ମୁମ୍ୱାଇରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି । ସେହିପରି ଅଭିନେତା ଦ୍ୱୀପନ୍ୱିତ ଦାସମହାପାତ୍ର ବର୍ତ୍ତମାନ ଖୁବ ଚର୍ଚ୍ଚାରେ ନିଜର ଅଭିନୟ ତଥା ସିନେମା ପାଇଁ । ନିକଟରେ ପ୍ରକୃତି ଏବଂ ଦୀପନ୍ୱିତଙ୍କ ଏହି ରିଲ୍ ଖୁବ ଭାଇରାଲ୍ ହେବାରେ ଲାଗିଛି ।