Published: Nov 23, 2025, 08:13 PM IST|Updated: Nov 23, 2025, 08:13 PM IST
Riya Dey Video: ବିଦେଶରେ ମସ୍ତି କରୁଛନ୍ତି ଅଭିନେତ୍ରୀ ରିୟା ଦେ...ଭିଡିଓ ହେଲା ଭାଇରାଲ । ଓଲିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ ହେଲେ ରିୟା । ଅନେକ ଫିଲ୍ମରେ ଲିଡ୍ ରୋଲରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଏବେ ଖୁବ୍ ଚର୍ଚ୍ଚାରେ। କାରଣ ରିଲ ଲାଇଫ୍ ରୁ ବ୍ରେକ୍ ନେଇ ବିଦେଶରେ ମସ୍ତି କରୁଛନ୍ତି ଅଭିନେତ୍ରୀ । ଯାହାର ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ବି ଦେଖନ୍ତୁ...