Varsha Priyadarshini: ଓଲିଉଡ ପରେ ଯାତ୍ରା ପେଣ୍ଡାଲରେ ଜଲୱା ଦେଖାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

Varsha Priyadarshini: ଓଲିଉଡ ପରେ ଯାତ୍ରା ପେଣ୍ଡାଲରେ ଜଲୱା ଦେଖାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଓଲିଉଡ ଦୁନିଆର କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଆଉ ଅନେକ ହିଟ୍ ଫିଲ୍ମ ବି ଦେଇଛନ୍ତି । ଆଉ ଏବେ ସକ୍ରିୟ ଥିବା ଏହି ଅଭିନେତ୍ରୀ ସାମାଜିକ କାର୍ଯ୍ୟରେ ବି ନିଜକୁ ନିୟୋଜିତ ରଖିଥାନ୍ତି । ତେବେ ଏକ ଭାଇରାଲ ଭିଡିଓ ଅନୁଯାୟୀ, ଅଭିନେତ୍ରୀ ବର୍ଷା ଯାତ୍ରା ପେଣ୍ଡାଲରେ ନଜର ଆସିଛନ୍ତି । ତେବେ ଏହି ଭିଡିଓଟି ବହୁ ପୁରୁଣା ଦିନର ହୋଇଥିବା କୁହାଯାଉଛି। ଦେଖନ୍ତୁ ଭିଡିଓ

Recommended Videos