Video: ଗାୟିକା ଅନ୍ତରାଙ୍କ ସହ କୋରିଓଗ୍ରାଫର ଫିରୋଜ, ଏହି ଭିଡିଓ ଭାଇରାଲ୍

Viral Video: 'ଯୋଡା ବେଣୀରେ ମାଖିଦବୁ ଡାବର ତେଲ' ଗୀତ ବର୍ତ୍ତମାନ ଟ୍ରେଣ୍ଡିଂରେ ରହିଛି । ଏହି ଗୀତଟିରେ ଅନେକ ରିଲ୍ସ ସୋସିଆଲ୍ ମିଡିଆରେ ସାମ୍ନାକୁ ଆସୁଥିବା ସମୟରେ ଗୀତଟିରେ କୋରିଓଗ୍ରାଫର ଫିରୋଜ ଏବଂ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ କରିଥିବା ଏହି ରିଲ୍ ଖୁବ ଭାଇରାଲ୍ ହେବାରେ ଲାଗିଛି ।

Recommended Videos