Video: କୁନିକୁନି ପିଲାଙ୍କ ସହ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି, ଭିଡିଓ ଭାଇରାଲ୍

Viral Video: କୁନି କୁନି ପିଲାଙ୍କ ସହ ଏହି ଭିଡିଓଟିରେ ନଜର ଆସିଛନ୍ତି ଓଲିଉଡ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି । ତେବେ ପିଲାଙ୍କ ସହ ବିଷ୍ଣୁ ନିଜର ନୂଆ ଗୀତର ପ୍ରମୋଶନ କରୁଛନ୍ତି । ବିଷ୍ଣୁମୋହନ ଏବଂ ପାମେଲା ଗାଇଥିବା ନୂଆ ଗୀତ 'ପାତଲ ଘଣ୍ଟା ଲାଲ୍ ଥାଉ' ଷ୍ଟୁଡିଓ ଭର୍ସନ୍ ରିଲିଜ୍ ପୂର୍ବରୁ ଗୀତଟି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଉପଲବ୍ଧ ହୋଇସାରିଛି । ଏହି ଆଇଟମ୍ ଗୀତଟିକୁ ନିର୍ଦ୍ଦେଶନା ଦେଇଛନ୍ତି ବିରଜା ପ୍ରସାଦ ଏବଂ ଲେଖିଛନ୍ତି ଡକ୍ଟର ନିର୍ମଳ ନାୟକ ।

Recommended Videos