Video: ଗାୟକ ସ୍ୱୟମ୍ ପାଢୀଙ୍କ ସହ ନାଚୁଥିଲେ ଦୁଇ ଯୁବତୀ, ଭିଡିଓ ହେଉଛି ଭାଇରାଲ୍

Viral Video: କଣ୍ଠଶିଳ୍ପୀ ସ୍ୱୟମ୍ ପାଢୀ ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କ ନୂଆ ଗୀତ 'ପ୍ରେମର ଖଜୁରୀ ତାଡି' ବର୍ତ୍ତମାନ ଟ୍ରେଣ୍ଡିଂରେ ରହିଛି । ଉଭୟ କଣ୍ଠଶିଳ୍ପୀ ଗୀତଟିର ଦମଦାର ପ୍ରମୋଶନ କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଅନେକ କଳାକାରଙ୍କ ସହ ମଧ୍ୟ ଗୀତଟିରେ ରିଲ୍ ବନେଇଛନ୍ତି ସ୍ୱୟମ୍ ଏବଂ ଅନ୍ତରା । ନିକଟରେ ସ୍ୱୟମ୍ ପୋଷ୍ଟ କରିଥିବା ଏହି ରିଲ୍ ଟି ଭାଇରାଲ୍ ହେବାରେ ଲାଗିଛି ।

Recommended Videos