Advertisement
Videos Details/odisha/zeeodisha2763316
Video ThumbnailPlay icon

Priyanka Senapati: ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସହ ସମ୍ପର୍କ ରଖି ଅଡ଼ୁଆରେ ପୁରୀ ଝିଅ ପ୍ରିୟଙ୍କା ସେନାପତି

Priyanka Senapati: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଳାହୋତ୍ରା ଙ୍କ ସହ ସମ୍ପର୍କ ରଖି ଅଡ଼ୁଆରେ ପୁରୀ ଝିଅ ପ୍ରିୟଙ୍କା ସେନାପତି ।ଜ୍ୟୋତି ଙ୍କ ସହ ଲିଙ୍କ ନେଇ ତଦନ୍ତ କରୁଛି ପୋଲିସ ।ୟୁଟୁବର ପ୍ରିୟଙ୍କା ସେନାପତିଙ୍କ ଘରେ ପୋଲିସ ଟିମ୍ ଯାଇ ଛାନଭିନ କରିଛି ।ପ୍ରିୟଙ୍କାଙ୍କ କାଳିକାଦେବୀ ସାହି ସ୍ଥିତ ବାସଭବନରେ ପୋଲିସ ଟିମ୍ ପହଞ୍ଚି ଯାଞ୍ଚ୍ କରିଛି ।ସିଟି ଡି ଏସପି ଙ୍କ ନେତୃତ୍ୱରେ ଟିମ୍ ଯାଞ୍ଚ କରିଛି ।ଟିମ୍ ରେ ରହିଛନ୍ତି ଟାଉନ୍ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ସିଂହଦ୍ୱାର ଆଇଆଇସି ଶ୍ୱେତପଦ୍ମା ଦାଶ ମଧ୍ୟ ରହିଛନ୍ତି ।ପ୍ରିୟଙ୍କା ଙ୍କ ସହ ଜ୍ୟୋତି ଙ୍କ ର ଥିଲା ବନ୍ଧୁତା ।ସୋସିଆଲ ମିଡିଆରେ ଉଭୟଙ୍କର ଏକାଧିକ ଫୋଟୋ ରହିଛି । ପେହଲଗାମ ରେ ଉଭୟଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।
Lipi Sritam Video: ଷ୍ଟେଜ ଉପରୁ ଭାଇରାଲ ହେଲା ଶ୍ରୀତମଙ୍କ ସହ ଲିପିଙ୍କ ଏହି ଭାଇରାଲ ଭିଡିଓ
Play icon00:53
Varsha Priyadarshini: ଦୀର୍ଘଦିନ ପରେ ଭାଇରାଲ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ସୁନ୍ଦର ଭିଡିଓ
Play icon01:10
Elli Padhi Video: ଟ୍ରେଣ୍ଡିଂ ଗୀତ ହାଏ ଗୋ ଗୀତରେ ଭାଇରାଲ ହେଲା ଅଭିନେତ୍ରୀ ଏଲି ପାଢୀଙ୍କ ଭିଡିଓ
Play icon00:48
Viral Video: ଅଭିନେତ୍ରୀ ନିକିତାଙ୍କ ସହ ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଏହି ଭିଡିଓ
Play icon00:51
Antara Chakraborty: ନିଜର ଟ୍ରେଣ୍ଡିଂ ଗୀତ ଫିଲ୍ଟର କମାଲରେ କମାଲ କରିଦେଖାଇଲେ ଗାୟିକା ଅନ୍ତରା
Play icon00:42
Video: ଦୁଃଖ ଗୀତରେ ଭିଡିଓ କଲେ ଯାତ୍ରା ଅଭିନେତ୍ରୀ ସୋନାଲି, ପ୍ରଶଂସକ କହିଲେ...
Play icon00:30
Viral Video: ଭାଇରାଲ ହେଲା ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ଏହି ଭିଡିଓ...
Play icon00:24
Thalapathy Vijay: ଏମିତି ଢଙ୍ଗରେ ଶପଥ ନେଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଲପତି ବିଜୟ
Play icon00:36
Viral Video:  ଭାଇରାଲ ହେଉଛି ଅଭିନେତ୍ରୀ ଲିପିଙ୍କ ଏହି ଭିଡିଓ...
Play icon00:25
Video: ପୋଲିସ ବେଶରେ ଅଭିନେତ୍ରୀ ରୋମ୍ୟାଞ୍ଜଳୀ, ଭିଡିଓ ଭାଇରାଲ୍
Play icon00:40
Video: ମଞ୍ଚରୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଭିଡିଓ
Play icon01:00
Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...
Play icon00:30
Video: ପୁଣି ଚର୍ଚ୍ଚାରେ ଓଲିଉଡ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା, ୩୦ ସେକେଣ୍ଡ୍ ଭିଡିଓ ଭାଇରାଲ୍
Play icon00:30
Viral Video: ଭାଇରାଲ ହେଲା ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ଏହି ଭିଡିଓ...
Play icon00:47
GRP Constable Lynched: ବାଲିଅନ୍ତା ଯୁବକଙ୍କୁ ହତ୍ୟା ଘଟଣାର ଆଉ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ....
Play icon04:33
Viral Video: ବାହାଘର ପରେ ଭାଇରାଲ ହେଲା ଅଭିନେତ୍ରୀ ଅରୁନ୍ଧତୀ ଦେବିକାଙ୍କ ଏହି ଭିଡିଓ...
Play icon00:40
Jitu Munda Case: ଶୁଦ୍ଧି ହେଲେ ଜିତୁ ମୁଣ୍ଡା, ଚିକେନ ମଟନରେ ଭାସିଲା ଗାଁ...ନିୟମ ମାନିଲେ ଗାଁ ସାହି ଲୋକ
Play icon05:48
Debasmita Panda Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କ ଏହି ଭିଡିଓ...
Play icon00:42
Ratha Guja Preparation: ଦେବସ୍ନାନ ପୂର୍ଣ୍ଣିମାରେ ତିନି ଠାକୁରଙ୍କ ରଥର ହେବ ଚକଡେରା ନିତି ଅନୁକୂଳ
Play icon02:47
Advertisement