Vishwakarma Puja: ବିଶ୍ୱକର୍ମା ପୂଜାର ଚତୁର୍ଥ ସଂନ୍ଧ୍ୟାରେ ଅସମ୍ଭାଳ ଭିଡ। ଜମୁଛି ପାରାଦୀପ ର ଗଣପର୍ବ ବିଶ୍ୱକର୍ମା ପୂଜା । ପାଗ ଅନୁକୂଳ ଥିବା ରୁ ପ୍ରତ୍ୟେକ ଦିନ ସଂନ୍ଧ୍ୟା ରେ ଦେଖିବ ଅସମ୍ଭବ ଜନଗହଳି । ବିଭିନ୍ନ ପୂଜାକମିଟି ତରଫରୁ ନିର୍ମାଣ ହୋଇଥିବା ସୁସଜ୍ଜିତ ତୋରଣ ଓ ଆଲୋକମାଳା ରେ ଝଲସୁଛି ବନ୍ଦର ନଗରୀ ପାରାଦୀପ। ରାଜ୍ୟ ତଥା ରାଜ୍ୟ ବାହାର କଳାକାର ମାନଙ୍କ ଦ୍ଵାରା ପରିବେଷଣ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଜା ନେବା ସହିତ ମିନାବଜାର ରୁ ଘରକରଣା ଜିନିଷ କିଣି ଚଟପଟି ଖାଦ୍ୟର ମଜା ନେଉଛନ୍ତି ଦର୍ଶକ । ପାରାଦୀପ ତଥା ଆଖପାଖ ଅଞ୍ଚଳର ଲୋକ ବିଶ୍ବକର୍ମା ପୂଜା ବୁଲିବାକୁ ଆସୁଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡା ଓ କଟକ