Published: Sep 09, 2025, 06:26 PM IST|Updated: Sep 09, 2025, 06:26 PM IST
Vani Vihar Asanta: ବାଣୀ ବିହାରରେ ଅଣଛାତ୍ର ବିଦା ପରେ ଭିସିଙ୍କୁ ଭେଟିବା ବେଳେ ପୁଣି ହାତାହାତି ପରିସ୍ଥିତି । ଗତକାଲି କମିଶନରେଟ ପୋଲିସ ଉପସ୍ଥିତିରେ ହଷ୍ଟେଲରେ ପଶି ଅଣଛାତ୍ର ଓ ତାଙ୍କ ଆସବାବ ପତ୍ରକୁ ବାହାର କରାଯାଇଥିଲା । ତେବେ ହଷ୍ଟେଲ ଓ କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଓ ଏଥିରୁ ହେଉଥିବା ଅଶାନ୍ତିକୁ ନେଇ ଏହ ବଡ଼ ପଦକ୍ଷେପ ନେଇଥିଲା ଉଚ୍ଚଶିକ୍ଷା ବିଭାଗ । ତେବେ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ସେ କହିଛନ୍ତି ସେଠି କେବଳ ରହୁନଥିଲେ ବରଂ ବହୁତ କେଳେଙ୍କାରୀ ହଉଥିଲା ।