Odia Bhauja Video: ପରଦେଶୀ ଗୀତରେ ନାଚି ଭାଇରାଲ ହେଲେ ଚର୍ଚ୍ଚିତ ଓଡ଼ିଆ ଭାଉଜ ହିମାଦ୍ରୀ...ଦେଖନ୍ତୁ ଭିଡିଓ...

Odia Bhauja Video: ଇନଷ୍ଟା ଓ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହୁଥିବା ଓଡ଼ିଆ ଭାଉଜ ହିମାଦ୍ରୀଙ୍କ ଏହି ଭିଡିଓ ହେଉଛି ଭାଇରାଲ। ନିଜ ସୋସିଆଲ ପେଜ୍ ରେ ଡେଲି ଲାଇଫ୍ ବ୍ଲଗ୍ ସହ ଶାଢୀ ଓ ଡ୍ରେସର ଲିଙ୍କ୍ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏହାରି ମଧ୍ୟରେ ସେ ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ହିଟ୍ ଫିଲ୍ମ ସୁହାଗ ସିନ୍ଦୂର ଗୀତ ପରଦେଶୀ ଚଢେଇରେ ଜବରଦସ୍ତ ହୁକ୍ ଷ୍ଟେପ କରିଛନ୍ତି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Recommended Videos