Pramila Mallik: ଦଳକୁ କେତେ ଲୋକ ଆସିବେ କେତେ ଲୋକ ଯିବେ।ଦଳର ଶୃଙ୍ଖଳା ଭିତରେ ରହିବ ନଚେତ ଦଳରୁ ଯିବେ। ସେ କଣ କି ଦଳରେ ତାଙ୍କଠୁ ବଡ ବଡ଼ ନେତା ଅଛନ୍ତି ଆମ ଦଳରେ। ଜଣଙ୍କ ପାଇଁ ଏତେ ଚର୍ଚ୍ଚା କଣ ପାଇଁ।ସେ ଦଳରେ ରହି କ୍ଷମତାକୁ ବ୍ୟବହାର କରିଛନ୍ତି ଦଳ ତାଙ୍କୁ ବ୍ୟବହାର କରି ନାହିଁ।।ଦଳ ସରକାର ରେ ଥିବା ବେଳେ କ୍ଷମତା ଉପଭୋଗ କଲେ ସରକାରରୁ ଯିବା ପରେ ଅଧିକ କ୍ଷମତା ପାଇଁ ଦଳରୁ ଗଲେ। ଏହି ଭଳି କେତେ ଲୋକ ଆସିବେ ଯିବେ। ଯେତେବେଳେ କ୍ଷମତା ଦିଆଗଲା ନବୀନ ବାବୁ ଭଲ କ୍ଷମତା ଦିଆଗଲା ନାହିଁ ନବୀନ ବାବୁ ଖରାପ ହେଲେ। ନିୟମ କଣ ଆମେ ତାଙ୍କଠୁ