Video: ଯାତ୍ରା ରଙ୍ଗମହଲ ନାଟକ ପରିବେଷଣ ସମୟରେ ଢାଳିଲା ବର୍ଷା, ଦେଖନ୍ତୁ ଅବସ୍ଥା...

Viral Video: ଏହି ଭିଡିଓଟି ଜଣେ ଦର୍ଶକ ନିଜ ମୋବାଇଲ୍ ମାଧ୍ୟମରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯାତ୍ରା ରଙ୍ଗମହଲ ନାଟକ ପରିବେଷଣ କରୁଥିବା ସମୟରେ ହଠାତ୍ ବହୁ ଜୋରରେ ବର୍ଷା ହୋଇଥିଲା । ସ୍ଥିତି ଏପରି ହେଲା ଯେ, ଦର୍ଶକଙ୍କ ଚେୟାର ତଳେ ପାଣି ଜମି ଯାଇଥିଲା । କେବଳ ସେତିକି ନୁହେଁ, ଯାତ୍ରା ମଞ୍ଚରେ ମଧ୍ୟ ବର୍ଷା ହେଉଥିଲା । କିନ୍ତୁ ଏସବୁ ମଧ୍ୟରେ ନାଟକ ମଞ୍ଚସ୍ଥ ହେବା ବନ୍ଦ ହୋଇନଥିଲା ।

Recommended Videos