Raja Raghuvanshi Video: ରାଜା ରଘୁବଂଶୀଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ଆଉ ଏକ ଭିଡିଓ....

Raja Raghuvanshi Video: ମିରଟର ମୁସ୍କାନ ନାମକ ମହିଳାଙ୍କ ନୀଳ ଡ୍ରମ୍ ଘଟଣାକୁ ଏପର୍ଯ୍ୟନ୍ତ ଲୋକେ ଭୁଲି ନଥିବା ବେଳେ ଏବେ ଇନ୍ଦୋରର ସୋନମଙ୍କ ହନିମୁନରେ ସ୍ୱାମୀଙ୍କ ହତ୍ୟା ଅଭିଯୋଗ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଅଭିଯୋଗ ଯଦି ସତରେ ପ୍ରମାଣିତ ହୋଇଯାଏ ତେବେ କୁହାଯାଇପାରେ ଯେ ସୋନମ କେବଳ ରାଜା ରଘୁବଂଶୀଙ୍କୁ ହତ୍ୟା କରିନାହାଁନ୍ତି, ସେ ବିବାହ ପରି ବିଶ୍ୱାସ ଏବଂ ପ୍ରେମର ପବିତ୍ର ବନ୍ଧନକୁ ମଧ୍ୟ ହତ୍ୟା କରିଛନ୍ତି। ସୋନମଙ୍କ ଏହି ଅଭିନୟ ଲୋକଙ୍କ ପାଦ ତଳୁ ମାଟି ଖସାଇ ଦେଇଛି। ତେବେ ରାଜାଙ୍କ ମୃତ୍ୟୁ ପରେ ତାଙ୍କ ବାହାଘରର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଦେଖନ୍ତୁ ଏହି ଭିଡିଓ...

Recommended Videos