Viral Video: ରିଲ୍ କରୁଛନ୍ତି ଡେପୁଟି ସିଏମଙ୍କ ପୁଅ...ପଛେ ପଛେ ସୁରକ୍ଷାରେ ଲାଗିଛି ପୋଲିସ ଗାଡି

Rashmita Sahoo Fri, 27 Sep 2024-7:00 pm,

Viral Video: ରାଜସ୍ଥାନର ଡେପୁଟି ସିଏମ ପ୍ରେମଚାନ୍ଦ ବୈରୱାଙ୍କ ପୁଅର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ତାଙ୍କ ପୁଅ ଜୟପୁରରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ସହ ପୋଲିସ ଏସ୍କର୍ଟର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଲୋକମାନେ ଏହି ଘଟଣାକୁ ନିନ୍ଦା କରୁଛନ୍ତି । ସେମାନେ ରାଜସ୍ଥାନ ପୋଲିସ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଭାଇରାଲ ଭିଡିଓରେ ୪ ଜଣ ଯୁବକ ଏକ ଖୋଲା ଜିପ୍ ରେ ଥିବା ଦେଖିବାକୁ ମିଳିଛି, ସେମାନଙ୍କ ମଧ୍ୟରୁ ଜଣେ ଡେପୁଟି ସିଏମ୍ ପ୍ରେମଚାନ୍ଦ ବୈରୱାଙ୍କ ପୁଅ ଏବଂ ତାଙ୍କ ପାଖରେ ବସିଥିବା ଯୁବକ ଜଣକ କଂଗ୍ରେସ ନେତା ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କ ପୁଅ ବୋଲି କୁହାଯାଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link