Accident Video: ଭାରସାମ୍ୟ ହରାଇ ରାସ୍ତାରୁ ଖସି ଏକ ଜଳାଶୟ ରେ ପଲଟିଗଲା କାର୍। କାର୍ ରେ ଥିବା ସ୍ବାମୀ ସ୍ତ୍ରୀ ଦୁହିଁଙ୍କ ମୃତ୍ୟୁ। ଖବରପାଇ ପାରାଦୀପ ଲକଥାନା ପୋଲିସ ପହଞ୍ଚି କାର୍ ଭିତରୁ ଦୁହିଁଙ୍କୁ ଉଦ୍ଧାର କରି ପାରାଦୀପ ଅଠରବାଙ୍କୀ ମେଡ଼ିକାଲ କୁ ନେଇଥିଲେ ସୁଧା ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିବା ଜଣାପଡ଼ିଛି। ତେବେ ମୃତକ ହେଲେ ପାରାଦୀପ ବନ୍ଦର ର ଅବସରପ୍ରାପ୍ତ ଯନ୍ତ୍ରୀ ବିଭୂତି ଭୂଷଣ ଦାସ୍ ଓ ତାଙ୍କ ପତ୍ନୀ ପ୍ରତିମା ଦାସ୍। ଘର ଯାଜପୁର ଜିଲ୍ଲା ବାଲିଚନ୍ଦ୍ର ପୁର ଅଞ୍ଚଳର ବୋଲି ଜଣାପଡିଛି। ଗତ ଅଗଷ୍ଟ ୩୧ତାରିଖରେ ବିଭୂତି ପାରାଦୀପ ବନ୍ଦର ରୁ ଅବସର ନେଇଥିଲେ। ଗତକାଲି ସେ ବନ୍ଧୁ ଘର ଯାଇ ପାରାଦୀପ ଗଡ