Advertisement
Videos Details/odisha/zeeodisha2610967
Video ThumbnailPlay icon

Saif Ali Khan: ଆକ୍ରମଣ ର ୫ ଦିନ ପରେ ହସ୍ପିଟାଲରୁ ଡିସାର୍ଜ ହେଲେ ସୈଫ, ପ୍ରଥମ ଭିଡିଓ ଭାଇରାଲ

Saif Ali Khan: ସୈଫ ଅଲ୍ଲୀ ଖାନଙ୍କୁ ଲୀଲାବତୀ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଗୁରୁବାର ରାତି ପ୍ରାୟ ସାଢ଼େ ୨ଟାରେ ବାନ୍ଦ୍ରାସ୍ଥିତ ସୈଫ୍ ଅଲ୍ଲୀ ଖାନ୍ ଙ୍କ ଆପାର୍ଟମେଣ୍ଟରେ ଜଣେ ବ୍ୟକ୍ତି ପଶିଥିଲେ। ଚୋରି କରିବା ଉଦ୍ଦେଶ୍ୟରେ ସେ ଘରେ ପଶିଥିବା କୁହାଯାଉଛି। ଏହି ସମୟରେ ସେ ସୈଫଙ୍କ ବେକ ଓ କାନ୍ଧରେ ୬ ଥର ଛୁରି ମାଡ଼ କରିଥିଲେ। ତାଙ୍କୁ ତୁରନ୍ତ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ୫ ଘଣ୍ଟାର ଅସ୍ତ୍ରୋପଚାର ପରେ ତାଙ୍କ ମେରୁଦଣ୍ଡରୁ ଛୁରୀର ଖଣ୍ଡ ବାହାର କରାଯାଇଥିଲା। ସେହି ଛୁରୀର ଆକାର ଥିଲା ୨.୫ ଇଞ୍ଚ । ଲୀଲାବତୀ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି ଯେ ସୈଫ୍ ଅଲ୍ଲୀ ଖାନ୍ ଏବେ ସୁସ୍ଥ ଅଛନ୍ତି ଏବଂ ବିପଦମୁକ୍ତ ଅଛନ୍ତି। ତେବେ ଆଜି ସୈଫ ଅଲ୍ଲୀ ଖାନ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି।

 

Viral Video: ଭାଇରାଲ ହେଲା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏହି ଭିଡିଓ...
Play icon00:27
Viral Video: ସୋସିଆଲ ମିଡିଆରେ ଭାଇରାଲ ହେଲା ଅଭିନେତ୍ରୀ ଲିପିଙ୍କ ଏହି ଭିଡିଓ...
Play icon00:37
 ଜଙ୍ଗଲ୍ ଭିତରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ,ଦେଖନ୍ତୁ...
Play icon18:17
Aseema Panda: ଗର୍ଲସ୍ ଗ୍ୟାଙ୍ଗ ସହ ଧମାକାଦାର ଡ୍ୟାନ୍ସ କଲେ ଗାୟିକା ଅସୀମା ପଣ୍ଡା
Play icon00:40
Snake Viral Video: ସାପ କାମୁଡ଼ିଲା ବୋଲି ଦେଢ ଫୁଟିଆ ସାପକୁ ପକେଟରେ ପୁରାଇ ହସ୍ପିଟାଲରେ ପହଞ୍ଚିଲେ ବ୍ୟକ୍ତି
Play icon00:39
Anu Garg: ରଥଯାତ୍ରା ପ୍ରସ୍ତୁତି ପାଇଁ ପ୍ରଥମ ବୈଠକ କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
Play icon03:11
Sila Patnaik: ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ହସରେ ଉଡ଼ାଇଦେଲେ ମନ୍ତ୍ରୀ, ଭିଡିଓ ଭାଇରାଲ
Play icon00:30
Debjani Video: ଅଭିନେତ୍ରୀ ଦେବଯାନୀଙ୍କ ଏକ ସୁନ୍ଦର ଭିଡିଓ ହେଲା ଭାଇରାଲ...ଦେଖନ୍ତୁ
Play icon00:41
Aseema Panda Video: ଭାଇରାଲ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଏହି ଭିଡିଓ...
Play icon00:40
Viral Video: ସୋସିଆଲ ମିଡିଆରେ ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ...
Play icon00:36
Video: ପ୍ରେମିକା ପାଇଁ ଆଣିଥିଲେ ଗୋଲାପ ହେଲେ ଖାଇଦେଲା ଛେଳି, ତାପରେ...
Play icon00:18
Lokaseba Bhavan: ନୂଆ ଲୋକସେବା ଭବନ ଓ ବିଧାନସଭାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
Play icon04:36
Odia Actress Elli Padhi: ଜଙ୍ଗଲ ଭିତରୁ ଭାଇରାଲ ହେଲା ଅଭିନେତ୍ରୀ ଏଲି ପାଢୀଙ୍କ ଏହି ଭିଡିଓ
Play icon01:03
Odisha Weather: ଆଜିଠୁ ଆହୁରି ଥରିବ ପୂରା ରାଜ୍ୟ...୨ରୁ ୩ ଡିଗ୍ରି ସେଲସିୟସ ଖସିବ ତାପମାତ୍ରା
Play icon02:43
Lipi Dance Video: ଟ୍ରେଣ୍ଡିଂ ଗୀତ କିରିସ୍ କା ଗାନା ରେ ଅଭିନେତ୍ରୀ ଲିପିଙ୍କ ଭିଡିଓ ହେଲା ଭାଇରାଲ...ଦେଖନ୍ତୁ
Play icon00:41
Viral Video: ସୋସିଆଲ ମିଡିଆରେ ଭାଇରାଲ ହେଲା ପ୍ରକୃତି ମିଶ୍ରଙ୍କ ଏହି ଭିଡିଓ...
Play icon00:53
Raghav Chadha Viral Video: ବ୍ଲିଙ୍କ-ଇଟ୍ ଡେଲିଭରି ବଏ ବନିଲେ ସାଂସଦ ରାଘବ ଚଡ୍ଡା, ଭାଇରାଲ ହେଲା ଏହି ଭିଡିଓ...
Play icon00:40
Viral Video: ସୋସିଆଲ ମିଡିଆରେ ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...
Play icon00:30
Rani Panda: ବ୍ଲାକ୍ ଆଉଟଫିଟରେ ଭାଇରାଲ ହେଲା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏହି ପୁରୁଣା ଭିଡିଓ
Play icon00:42
Odisha Weather: ଜାଡ଼ ମାଡ଼ରୁ ସାମାନ୍ୟ ଆଶ୍ବସ୍ତି...ଅଧିକାଂଶ ସ୍ଥାନରେ ୫ରୁ ୭ ଡିଗ୍ରୀ ଯାଏଁ ବଢିଛି ପାରଦ
Play icon01:39
Barsa Music Video: ମିଷ୍ଟର ଗୁଲୁଆ ଓ ବର୍ଷାଙ୍କ କଳି ମଧ୍ୟରେ ବର୍ଷା ସେୟାର କଲେ ଆଉ ଏକ ଭିଡିଓ...
Play icon00:52
Video: ରାଜ୍ ରାଜେଶଙ୍କ ସହ କୁକିଜ୍ ସ୍ୱାଇଁ, ଭିଡିଓ ହେଲା ଭାଇରାଲ୍
Play icon00:43
Bidusmita Viral Video: 'ଶାଶୂ ଘରେ ବହୁତ ଦୁଃଖ ଦେଉଛନ୍ତି', କାନ୍ଦି କାନ୍ଦି ଏପରି ଭିଡିଓ ଛାଡ଼ିଲେ ଅଭିନେତ୍ରୀ ବିଦୁସ୍ମିତା ଦାଶ...
Play icon01:07
Aseema Panda Video: ଭାଇରାଲ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଏହି ଭିଡିଓ...
Play icon00:43
Video: ଷ୍ଟେଶନରେ ଏମିତି ନଜର ଆସିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଭିଡିଓ ଭାଇରାଲ୍
Play icon00:23
Aseema Panda: ସୁଇମିଂପୁଲରୁ ଭାଇରାଲ ହେଲା ଓଡ଼ିଆ ଗାୟିକା ଅସୀମା ପଣ୍ଡାଙ୍କ ଏହି ଭିଡିଓ
Play icon00:51
Video: ବସ୍ ଭିତରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସହ ଗୁଡୁ, ଭିଡିଓ ଭାଇରାଲ୍
Play icon00:16
Odisha Weather: ପ୍ରବଳ ଥଣ୍ଡାରୁ ମିଳିବନି ତ୍ରାହି...୧୧ ଯାଏଁ ଶୀତର ଲହରୀ ଜାରି ରହିବା ନେଇ ଆକଳନ
Play icon02:45
Anu Garg: ରାଜ୍ୟ କ୍ୟାବିନେଟରେ ୧୧ ଟି ପ୍ରସ୍ତାବ ଉପରେ ବାଜିଲା ମୋହର...ମୁଖ୍ୟ ଶାସନ ସଚିବ ରଖିଲେ ପ୍ରତିକ୍ରିୟା
Play icon21:08
Ama Bus Fire: ଆମ ବସ ଉପରେ ପଡ଼ିଛି ଶନିଦଶା...କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଜଳିଗଲା ଆମ ବସ
Play icon01:46
Advertisement