Heavy Rain in Sambalpur: ସମ୍ବଲପୁରରେ ପ୍ରବଳ ବର୍ଷା, ଏହି ସବୁ ଅଞ୍ଚଳ ପାଇଁ ଆଲର୍ଟ ଜାରି...

Heavy Rain in Sambalpur: ସମ୍ବଲପୁରରେ ପ୍ରବଳ ବର୍ଷା |ଗତକାଲି ସନ୍ଧ୍ୟା ରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ଦିନ ୧୦ ଟା ପରେ କିଛି ବର୍ଷା ର ମାତ୍ରା କମ ହୋଇଛି | ପ୍ରବଳ ବର୍ଷା କାରଣ ରୁ ସହରର ପ୍ରମୁଖ ସ୍ଥାନ ପ୍ରଧାନ ପଡ଼ା, ଦାନୀ ପାଲି,ଓ ଆହୁରି ଅନେକ ଅଂଚଳ ଜଳାର୍ଣ୍ଣବ ହୋଇଛି |

Recommended Videos